ରାଜ୍ୟ

ପରୀକ୍ଷା କେନ୍ଦ୍ରରେ ଉତ୍ତେଜନା – Ibnodisha

[ad_1]

ଯାଜପୁର : ଏନଏମଏମଏସ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି, ପରୀକ୍ଷା କେନ୍ଦ୍ରରେ ଉତ୍ତେଜନା । ଯାଜପୁରର ପାଣିକୋଇଲି ସରକାରୀ ହାଇସ୍କୁଲରେ ଉତ୍ତେଜନା । ପ୍ରଥମ ସିଫ୍ଟରେ ଯେଉଁ ପ୍ରଶ୍ନପତ୍ର ଥିଲା ୨ୟ ସିଫ୍ଟରେ ମଧ୍ୟ ଏକା ପ୍ରଶ୍ନପତ୍ର । ନୂଆ ପ୍ରଶ୍ନପତ୍ର ଆସିବା କହି ପରୀକ୍ଷାର୍ଥୀଙ୍କୁ ହଲ୍ ମଧ୍ୟରେ ରଖାଯାଇଛି । ତ୍ରୁଟି ଜଣାପଡିବା ପରେ ପରୀକ୍ଷାର୍ଥୀଙ୍କ ଅଭିଭବକଙ୍କ ପାଟିତୁଣ୍ଡ । ପରୀକ୍ଷା କେନ୍ଦ୍ରରେ ପହଞ୍ôଚଲେ ପୋଲିସ ଓ ପ୍ରଶାସନିକ ଅଧିକାରୀ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button