ରାଜନୀତି

ସୁଶାସନ ଉପରେ ଲୋକଙ୍କ ଭରସା-ମୋଦି – Ibnodisha

[ad_1]

ବ୍ୟୁରୋ : ନିର୍ବାଚନ ଫଳାଫଳକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟୁଇଟ୍ । ନିର୍ବାଚନ ଫଳାଫଳରୁ ଲୋକଙକ ଭରସା ପରିଦୃଷ୍ଟି ହେଉଛି । ମା, ଭଉଣୀ ଓ ଝିଅମାନଙ୍କୁ ହୃଦୟରୁ ଧନ୍ୟବଦ । ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ବିଶେଷ ଧନ୍ୟବାଦ ଜଣଉଛି କହିଲେ । ବିଜେପି କାର୍ଯ୍ୟକର୍ତ୍ତାମାନେ ଏକ ଅଭୁତ ଉଦହରଣ ସୃଷ୍ଟି କଲେ । ବିକଶର ରାଜନୀତି ଉପରେ ଲୋକଙ୍କୁ ଭରସା ଅଛି । ସୁଶାସନର ରାଜନୀତି ଉପରେ ଲୋକଙ୍କର ଭରସା ଅଛି । ବିକଶିତ ଭାରତର ଲକ୍ଷ୍ୟ ନେଇ ଆଗକୁ ବଢିବା । ବିକାଶ ପଥରେ ଆମେ ନା ଅଟକିବା ନା ଥକିବା ବୋଲି କହିଲେ ମୋଦି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button