ରାଜନୀତି
ମୋଦିଙ୍କ ନେତୃତ୍ୱରେ ବିଜୟ : ଅପରାଜିତା – Ibnodisha

[ad_1]
ଭୁବନେଶ୍ୱର : ୪ ରାଜ୍ୟରେ ରେଜଲ୍ଟକୁ ନେଇ ସାଂସଦ ଅପରାଜିତାଙ୍କ ପ୍ରତିକ୍ରିୟା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜୟ ଘଟିଛି । ୯ ବର୍ଷ ହେଲା ଯେଉଁ କାର୍ଯ୍ୟ କରିଛନ୍ତି ତାହାର ସଫଳତା ମିଳିଛି । ମୋଦିଙ୍କ ଉପରେ ଦେଶବସୀଙ୍କର ଆସ୍ଥା ପ୍ରମାଣିତ ହୋଇଛି । ମହିଳା,ଯୁବକ , ଚାଷୀ , ଗରିବଙ୍କ ପାଇଁ କାର୍ଯ୍ୟ କରୁଛନ୍ତି । ବିକାଶର କୌଣସି ଦଳ ନଥାଏ ବୋଲି ପ୍ରମାଣିତ ହୋଇଛି । ତେଲେଙ୍ଗାନାରେ ବି ଭଲ କରିଛୁ,୧ରୁ ଆମେ ୯ରେ ପହଞ୍ôଚଛୁ । ଓଡିଶାବାସୀ ଆଗକୁ ପ୍ରଧନମନ୍ତ୍ରୀଙ୍କୁ ଭରସା କରନ୍ତୁ , ଅନୁରୋଧ ।
[ad_2]