ରାଜ୍ୟ
କେବଳ ହୋର୍ଡିଂରେ ମହିଳା ବିକାଶ ଓ ସଶକ୍ତୀକରଣ ସୀମିତ: ସୋନାଲି ସାହୁ – Ibnodisha

[ad_1]
ଭୁବନେଶ୍ୱର: ଏନ୍ସିଆରବି ରିପୋର୍ଟକୁ ନେଇ ପ୍ରେସମିଟ୍ରେ ବିଜେପି ମୁଖପାତ୍ର ସୋନାଲି ସାହୁଙ୍କ ସମାଲୋନା । ୨୦୨୨ରେ ରାଜ୍ୟରେ ମହିଳା ବିରୋଧୀ ଅପରାଧ ବଢିଛି । ପ୍ରତ୍ୟେକ ଦିନ ୧୨ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି । ୨୪ ବର୍ଷ ହେଲା ଗୃହ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଛି । କେବଳ ହୋର୍ଡିଂରେ ମହିଳା ବିକାଶ ଓ ସଶକ୍ତୀକରଣ ସୀମିତ । ତ୍ୱରିତ ନ୍ୟାୟ ଓ କାର୍ଯ୍ୟାନୁଷ୍ଠାନରେ ବିଫଳ ଯୋଗୁଁ ମାମଲା ବଢୁଛି ।
ଏସିପି ସ୍ତରରେ ଅଦଳବଦଳ
[ad_2]