ରାଜନୀତି
ମୋ ବିରୋଧରେ କୌଣସି ପ୍ରମାଣ ନାହିଁ : ମହୁଆ – Ibnodisha

[ad_1]
ବ୍ୟୁରୋ : ବହିଷ୍କାର ଆଦେଶ ପରେ ଗର୍ଜିଲେ ସାଂସଦ ମହୁଆ ମୈତ୍ର । ବିରୋଧିଙ୍କ ସହ କକ୍ଷତ୍ୟାଗ ପରେ ସଂସଦ ବାହାରେ ବର୍ଷିଲେ । ସବୁ ନିୟମ ଉଲ୍ଲଂଘନ ହୋଇଥିବା ଅଭିଯୋଗ କଲେ ମହୁଆ । ମୋ ବିରୋଧରେ କୌଣସି ପ୍ରମାଣ ନାହିଁ କହିଲେ ମହୁଆ ।
ଲୋକସଭାରୁ ଟିଏମ୍ସି ସାଂସଦ ମହୁଆ ମୈତ୍ର ବହିଷ୍କୃତ
[ad_2]