ରାଜନୀତି
ସାଂସଦ ପ୍ରାର୍ଥୀ ଆଶାୟୀ ତାଲିକା : ଦୌଡରେ ଏଣ୍ଟ୍ରି ମାରିଲେ ମିହିର ମହାନ୍ତି – Ibnodisha

[ad_1]
ଭୁବନେଶ୍ୱର : ବଢିଲା ବିଜେଡି ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଆଶାୟୀ ତାଲିକା । ଦୌଡରେ ଭୁବନେଶ୍ୱରର ପ୍ରଥମ ମେୟର ମିହିର ମହାନ୍ତିଙ୍କ ଏଣ୍ଟ୍ରି । ନବୀନ ନିବାସ ଯାଇ ନିଜ ବାୟୋଡାଟା ଦେଲେ ମିହିର । ନବୀନ ନିବାସରୁ ବାହାରି ମିହିର ମହାନ୍ତିଙ୍କ ପ୍ରତିକ୍ରିୟା । ଶ୍ରୀମୟୀ ବୁଲିବା ଦ୍ୱାରା କଣ ପ୍ରଭାବ ପଡୁଛି ସେ କଥା ମୁଁ କହିବିନି । କିନ୍ତୁ ଏତିକି କହିବି, ମୁଁ ଭଲ ଟକ୍କର ଦେଇପାରିବି ।
ଗ୍ୟାରେଣ୍ଟି ଦେବାରୁ ଗାଳି : ମୋଦି
[ad_2]




