ଦେଶ

ମିଜୋରାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଲାଲଡୁହୋମା – Ibnodisha

[ad_1]

ଆଇଜଲ୍‌: ଜୋରମ୍‌ ପିପୁଲ୍ସ ମୁଭ୍‌ମେଣ୍ଟ୍‌(ଜେଡପିଏମ) ନେତା ଲାଲଡୁହୋମା ଶୁକ୍ରବାର ମିଜୋରାମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜ୍ୟପାଳ ହରି ବାବୁ କମ୍ଭମପତି ରାଜଧାନୀ ଆଇଜଲସ୍ଥିତ ରାଜଭବନ ପରିସରରେ ତାଙ୍କୁ ପଦ ଓ ଗୋପନୀୟତାର ଗୋପନୀୟତାର ଶପଥପାଠ କରାଇଛନ୍ତି। ଲାଲଡୁହୋମାଙ୍କ ସହ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ, ମିଜୋରାମ ବିଧାନସଭା ନିର୍ବାଚନରେ ଜେଡପିଏମ ୪୦ରୁ ୨୭ଟି ଆସନରେ ଦମ୍‌ଦାର ବିଜୟ ହାସଲ କରି ସରକାର ଗଠନ କରିବାକୁ ସମର୍ଥ ହୋଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button