ଦେଶ
ଆଜିଠାରୁ କୃତ୍ରିମ ବୁଦ୍ଧିମତା ଆନ୍ତର୍ଜାତିକ ସମ୍ମିଳନୀ – Ibnodisha

[ad_1]
ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ କୃତ୍ରିମ ବୁଦ୍ଧିମତା ଉପରେ ୩ ଦିନିଆ ଆନ୍ତର୍ଜାତିକ ସମ୍ମିଳନୀକୁ ଉଦ୍ଘାଟନ କରିବେ। ଏହି ବୈଠକରେ ୨୯ଟି ଦେଶ ଅଂଶଗ୍ରହଣ କରିବେ। କୃତ୍ରିମ ବୁଦ୍ଧିମତା ଉପରେ ବିଶ୍ୱର ଚିନ୍ତାଧାରା ଓ ଭାରତର ଭୂମିକା ବିଷୟରେ ଜାଣିବାକୁ ଏଥିରେ ସୁଯୋଗ ମିଳିବ। ଏହି ବୈଠକରେ ଇଣ୍ଟେଲ୍, ରିଲାଏନ୍ସ ଜିଓ, ଗୁଗୁଲ୍, ମେଟା, ପେଟିଏମ୍ ଏବଂ ମାଇକ୍ରୋସପ୍ଟ ଭଳି ବିଶ୍ୱସ୍ତରୀୟ ଆଇ.ଟି. ସଂସ୍ଥା ଯୋଗ ଦେବେ।
[ad_2]




