ଦେଶ

ବୁର୍ଜ ଖଲିଫାର ଉପର ମହଲାରୁ ତଳର ଦୃଶ୍ୟ କିପରି ଦେଖାଯାଏ, ଦେଖନ୍ତୁ ଏହି ଭିଡିଓ

ଣ୍ଟରନେଟ୍ ଦୁନିଆରେ ଆଜିକାଲି ବୁର୍ଜ ଖଲିଫା ସହ ଜଡ଼ିତ ଏକ ଭିଡିଓ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି, ଯାହାକୁ ଲୋକମାନେ ବାରମ୍ବାର ଲୁପ୍ ରେ ଦେଖିବାକୁ ବାଧ୍ୟ ହେଉଛନ୍ତି। ଭାଇରାଲ ହେଉଥିବା ଏହି ହୃଦୟସ୍ପର୍ଶୀ ଭିଡିଓ ଜରିଆରେ ବୁର୍ଜ ଖଲିଫାର ବିଲ୍ଡିଂ ତଳେ ଥିବା ଦୃଶ୍ୟଦେଖାଯାଉଛି, ଯାହା ନିଶ୍ଚୟ ଆପଣଙ୍କ ହୃଦୟକୁ ଖୁସି କରିବ।

ବିଶ୍ୱ ଦୃଷ୍ଟିରେ ଏହି କୋଠା ଏହାର ଅନନ୍ୟ ଗଠନ ଏବଂ ଆଶ୍ଚର୍ଯ୍ୟଜନକ ଡିଜାଇନ ପାଇଁ ଜଣାଶୁଣା । ୮୨୮ ମିଟର (୨୭୧୭ ଫୁଟ) ଉଚ୍ଚ ଓ ୧୬୩ ମହଲା ଉଚ୍ଚ କୋଠାର ତଳ ଦୃଶ୍ୟ ନିଶ୍ଚୟ ଦେଖିବା ଯୋଗ୍ୟ।

Related Articles

Leave a Reply

Your email address will not be published. Required fields are marked *

Back to top button