ରାଜନୀତି
ଲୋକସଭାରେ ବିରୋଧୀଙ୍କ ହଙ୍ଗାମା – Ibnodisha

[ad_1]
ଭୁବନେଶ୍ୱର : ଲୋକସଭାରେ ବିରୋଧୀଙ୍କ ପ୍ରବଳ ହୋହାଲ୍ଲା, ହଟ୍ଟଗୋଳ । ଗତକାଲି ଘଟଣାକୁ ନେଇ ଗୃହ ମଧ୍ୟରେ ନାରାବାଜି । ଗୃହମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବିରେ ହଟ୍ଟଗୋଳ । ଗୃହକୁ ୨ଟା ଯାଏଁ ମୁଲତବି ରଖିଲେ ବାଚସ୍ପତି ।
ସଂସଦରେ ସୁରକ୍ଷା ଭଙ୍ଗ: ୮ ନିଲମ୍ବିତ
[ad_2]