ରାଜନୀତି

ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ଉଚିତ : ମନମୋହନ – Ibnodisha

[ad_1]

ଭୁବନେଶ୍ୱର : ଆଇଟି ଦ୍ୱାରା ଜବତ ୩୫୦ କୋଟି ଟଙ୍କା କାହାର ବୋଲି ପ୍ରଶ୍ନ କଲେ ମନମୋହନ । ମଦ ବେପରୀଙ୍କ ଟଙ୍କା ନା ତାହା ବିଜେଡି ପାଣ୍ଠି ବୋଲି ପ୍ରଶ୍ନ କଲେ ବିଜପି ସଭାପତି ମନମୋହନ । ବିଜେଡି ଠାରୁ ଏହାର ସ୍ପଷ୍ଟୀକରଣ ଦାବି କଲେ ମନମୋହନ । ଆଗାମୀ ନିର୍ବାଚନରେ ଏହି ଟଙ୍କା ବିଜେଡି ବାଣ୍ଟିଥାଆନ୍ତା । ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ଉଚିତ୍ । ଇଓଡବ୍ଲ୍ୟୁ, ଭିଜିଲାନ୍ସ ଯଦି ଧରି ଥାଆନ୍ତେ ଆଇଟି କହିଁକି ରେଡ୍ କରନ୍ତା । ସରକାରଙ୍କ ହାତ ନଥିଲେ ଏତେ ଟଙ୍କା ରଖିବାର ସୁଯୋଗ କେଉଁଠୁ ମିଳିବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button