ରାଜନୀତି

ବିଧାନସଭାରେ ବି ଏକ ନମ୍ବର ହେବୁ  : ଧର୍ମେନ୍ଦ୍ର – Ibnodisha

[ad_1]

ଭୁବନେଶ୍ୱର : ବିଧାନସଭାରେ ବି ବିଜେପି ଏକ ନମ୍ବର ହେବ କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବାରଙ୍ଗ ଦାଢାପାଟଣାରେ ଭାରତ ସଂକଳ୍ପ ଯାତ୍ରାରେ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ । ଲୋକସଭାରେ ୧୫ ଜିତିବେ, ବିଧାନସଭାରେ କେତେ ପ୍ରଶ୍ନରେ ଉତ୍ତର । ଲୋକସଭାରେ ୧୫, ବିଧାନସଭାରେ ସେହି ଅନୁପାତରେ ଜିତିବୁ । ଏଥର ଓଡିଶାରେ ବିଜେବି ବଡ ପର୍ଟି ହେବ, ଏକ ନମ୍ବର ହେବ । ବିଧାନସଭାରେ ବି ବିଜେପି ଏକ ନମ୍ବର ହେବ କହିଲେ ଧର୍ମେନ୍ଦ୍ର ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button