ରାଜନୀତି
ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ହେବ- ମନ୍ତ୍ରୀ
ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ହେବ । ଏନେଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି ।’ସବୁ ମନ୍ଦିରରେ ଓମ୍ଫଫେଡ୍ ଘିଅ ବ୍ୟବହାର ପାଇଁ ଜିଲ୍ଲାପାଳଙ୍କୁ କୁହାଯାଇଛି’ । ‘ପ୍ରତି ବ୍ଲକରେ କାମଧେନୁ ଯୋଜନା ୮ଟି ବିନ୍ଦୁରେ କାର୍ଯ୍ୟକାରୀ ହେବ’ । ‘ପ୍ରତି ବ୍ଲକରେ କାମଧେନୁ ଯୋଜନା ୮ଟି ବିନ୍ଦୁରେ କାର୍ଯ୍ୟକାରୀ ହେବ’ ।
ମାଈ ବାଛୁରୀଙ୍କ ଖାଦ୍ୟ ପାଇଁ ସବସିଡି ଦିଆଯିବ କହିଲେ ମନ୍ତ୍ରୀ । ‘ପ୍ରତି ଗାଁରେ ଗୋପାଳନ କ୍ଷେତ୍ରରେ ସବସିଡି ବ୍ୟବସ୍ଥା କରାଯିବ’ ।