ରାଜନୀତି

ସମାଜରେ ଭଲ ପରିବର୍ତ୍ତନ ହେବ : ଭାଗବତ – Ibnodisha

[ad_1]

ନୂଆଦିଲ୍ଲୀ : ସମୟ ଏବେ କଡ ବଦଳାଇଛି, ସମାଜରେ ଭଲ ପରିବର୍ତ୍ତନ ହେବ । ଅଖିଳଭାରତ ସାହିତ୍ୟ ପରିଷଦରେ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ମନ୍ତବ୍ୟ । ଭାରତ ଏକ ନୂଆ ରୂପ ସହ ପରିବର୍ତ୍ତନ ହେବାକୁ ଯାଉଛି । ପରିବର୍ତ୍ତନ ନେଇ ବହୁତ ଜୋର୍‌ରେ ପ୍ରଚାର ଓ ପ୍ରସାର ହେଉଛି । ଖାଲି ପ୍ରଚାର ପ୍ରସାର ନୁହେଁ, ଏଥିଲାଗି କଠିନ ପରିଶ୍ରମ ଲୋଡା । ଏହି ଧରାରେ ସାହିତ୍ୟର ଭୂମିକା ନେଇ ଅବତାରଣ କଲେ ଭାଗବତ । ସମାଜରେ ଯାହା ଆବଶ୍ୟକ, ତାହା ସାହିତ୍ୟିକ ଲେଖିବା ଉଚିତ୍ । ହିନ୍ଦୁ ପରମ୍ପରା ଓ ସଂସ୍କୃତିର ପ୍ରସାର ଲାଗି କିଛି ଲେଖା ଆବଶ୍ୟକ ଅଛି । ‘ତୁମେ ହିନ୍ଦୁ ନୁହେଁ’ଭଳି ଅନେକ ନକାରାତ୍ମକ ପୁସ୍ତକ ଏବେ ଆସୁଛି ବୋଲି କହିଲ ଭାଗବତ । ସମାଜକୁ ନକାରାତ୍ମକ ଦିଗରେ ପହଞ୍ଚାଉଥିବା ଏଭଳି ପୁସ୍ତକ ମାରାତ୍ମକ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button