ଦେଶ

ଏଣିକି ସଂସଦ ଜଗିବେ ସିଆଇଏସଏଫ – Ibnodisha

[ad_1]

ନୂଆଦିଲ୍ଲୀ : ଏଣିକି ସଂସଦ ଭବନ ସୁରକ୍ଷା ଦାୟିତ୍ୱର ରହିବେ ସିଆଇଏସଏଫ । ଡିସେମ୍ବର ୧୩ ସଂସଦ ସୁରକ୍ଷା ଭଙ୍ଗ ଘଟଣା ପରେ କେନ୍ଦ୍ରର ନିଷ୍ପତ୍ତି । ଦିଲ୍ଲୀ ପøାଲିସ ହାତରୁ ନେଇ ସିଆଇସଏଫକୁ ଦିଆଯିବ ସୁରକ୍ଷା ଦାୟିତ୍ୱ । ନୂଆ ସଂସଦ ଭବନର ସର୍ଭେ ପାଇଁ  ସିଆଇଏସଏଫକୁ ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ । ଦାୟିତ୍ୱ ନେବା ପୂର୍ବରୁ ସିଆଇଏସଏଫକୁ  ସର୍ଭେ କରିବାକୁ ନିର୍ଦ୍ଦେଶ ।

ଆସୁଛି ବଡଦିନ, ସଜେଇ ହେଲାଣି ଗୀର୍ଜାଘର

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button