ରାଜ୍ୟ

ବିସ୍କୁଟ୍ ଖାଇ ଶିଶୁକନ୍ୟା ମୃତ – Ibnodisha

[ad_1]

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ରାସୋଳ ନିକଟସ୍ଥ ବାଙ୍କଟିଆ ରଗୁଡି ସାହିରେ ଗୁରୁବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆର୍ତ୍ତତ୍ରାଣ ନାଏକଙ୍କ ୫ ବର୍ଷର ଝିଅ ଭୂମି ନାଏକ ସ୍କୁଲରୁ ଘରକୁ ଫେରିବା ପରେ ତାଙ୍କ ନାନୀ ତାଙ୍କୁ ବିସ୍କୁଟ୍ ଖାଇବାକୁ ଦେଇଥିଲେ ।

ବିସ୍କୁଟ ଖାଇବା ସମୟରେ ହଠାତ୍ ଭୂମି ମୂର୍ଚ୍ଛାହୋଇ ତଳେ ପଡ଼ିଯାଇଥିଲେ । ପରିବାର ଲୋକେ ସଙ୍ଗେ ସଙ୍ଗେ ରାସୋଳ ମେଡିକାଲ୍ ଓ ପରେ ହିନ୍ଦୋଳ ମେଡିକାଲ୍ ନେଇଥିଲେ ହେଁ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button