ରାଜ୍ୟ
ଏସ୍ପି ଅଫିସ ଘେରାଉ କରିବ ବିଜେପି – Ibnodisha

[ad_1]
ଭୁବନେଶ୍ୱର : ବିଜେପିର ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ ବେଳେ ବିଜେଡିର ଆକ୍ରମଣ ଅଭିଯୋଗ । ଆକ୍ରମଣ ନେଇ ବିଜେଡିକୁ ଟାର୍ଗେଟ କଲେ ବିଜେପି ନେତ୍ରୀ ଲେଖାଶ୍ରୀ । ୧୦ରେ କିଶନନଗର ମାଣପୁର କାର୍ଯ୍ୟକ୍ରମରେ ବିଜେଡି କର୍ମୀ ଆକ୍ରମଣ କଲେ । ୫ ପ୍ଲାଟୁନ ଫୋର୍ସ ଉପସ୍ଥିତ ଥାଇ ନୀରବ ଦ୍ରଷ୍ଟ ସାଜିଲେ । କାର୍ଯ୍ୟାନୁଷ୍ଠାନ ବଦଳରେ ବିଜେଡିର ପାଲଟା ଏତଲା ରଖିଲା ପୋଲିସ । ବିଜେଡିର ଗୁଣ୍ଡାରାଜ ବିରୋଧରେ କଟକ ଏସ୍ପି ଅଫିସ ଘେରିବ ବିଜେପି ।
[ad_2]