ରାଜ୍ୟ
ବିଜେପି ସରକାର ଆସିଲେ ଜିଲ୍ଲା ଗଠନକୁ ପ୍ରାଧାନ୍ୟ ଦେବ : ମନୋଜ ମହାପାତ୍ର – Ibnodisha
[ad_1]
ଭୁବନେଶ୍ୱର : ପଦ୍ମପୁରକୁ ଜିଲ୍ଲା ଘୋଷଣା ପ୍ରତିଶ୍ରୁତି ପ୍ରସଙ୍ଗରେ ବିଜେଡିକୁ ସମାଲୋଚନା । କଡା ସମାଲୋଚନା କଲେ ବିଜେପି ମୁଖପାତ୍ର ମନୋଜ ମହାପାତ୍ର । କହିଲେ ପଦ୍ମପୁରବାସୀଙ୍କ ଭାବପ୍ରବଣତା ସହ ଖେଳୁଛନ୍ତି ମୁଖ୍ୟମନ୍ତ୍ରୀ । ଦଳୀୟ ସ୍ୱାର୍ଥ ଓ ଭୋଟ୍ ପାଇଁ ନବୀନଙ୍କ ଘୋଷଣା ପ୍ରହସନ ହୋଇଛି । ହାଇକୋର୍ଟଙ୍କ ଅଙ୍କୁଶ ପରେ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନରେ ଆଞ୍ଚ ଆସିଛି । ଜିଲ୍ଲା ଉଦ୍ଦେଶ୍ୟରେ ଥିଲେ ଆନ୍ଧ୍ର ଭଳି ଡଷ୍ଟ୍ରିକ୍ଟ ଫରମେସନ ଆକ୍ଟ ଆଣନ୍ତୁ । ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଡାକି ଆଇନ୍ ଆଣନ୍ତୁ । ବିଜେପି ସରକାର ଆସିଲେ ଜିଲ୍ଲା ଗଠନକୁ ପ୍ରାଧାନ୍ୟ ଦେବ ।
[ad_2]