ଦେଶ

ପ୍ରତିଦିନ ମୂଳା ଖାଇଲେ ଏହି ସବୁ ରୋଗରୁ ପାଇବେ ମୁକ୍ତି – Ibnodisha

[ad_1]

ନୂଆଦିଲ୍ଲୀ : ମୂଳା ହେଉଛି ଏକ ଶୀତ ଦିନିଆ ପରିବା  ।  ଏହି ପରିବାଟି ଖୁବ୍ କମ୍ ଟଙ୍କାରେ ବଜାରରେ ମିଳିଥାଏ। ଯଦି ଆପଣ ଶୀତଦିନେ ବିଭିନ୍ନ ରୋଗ ଏବଂ ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଚାହୁଁଛନ୍ତି । ତେବେ ପ୍ରତିଦିନ ମୂଳା ଖାଆନ୍ତୁ  । ମୂଳା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ପନିପରିବା ଅଟେ। ମୂଳା ଖାଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବଢିବା ସହିତ ରକ୍ତହୀନତାକୁ ଦୂର କରିଥାଏ। ଏଥିରେ ଭିଟାମିନ୍ ସି, ଭିଟାମିନ୍ ଏ, ଫସଫରସ୍ ଏବଂ କ୍ୟାଲସିୟମ୍ ଥାଏ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button