ରାଜନୀତି
ରାଜ୍ୟ ସରକାରଙ୍କ ଚୋରି ଧରାପଡିଛି : ନିରସିଂହ – Ibnodisha
[ad_1]
ଭୁବନେଶ୍ୱର : ପଦ୍ମପୁରକୁ ଜିଲ୍ଲା ଘୋଷଣା ପ୍ରତିଶ୍ରୁତି ପ୍ରସଙ୍ଗରେ ନିରସିଂହ ମିଶ୍ରଙ୍କ ପ୍ରତିକ୍ରିୟା । ଡିସେମ୍ବର ସୁଦ୍ଧା ଜିଲ୍ଲା ଘୋଷଣାର ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ । ଜିଲ୍ଲା ଘୋଷଣା ହେଲାନି, ଏନେଇ ଆବଶ୍ୟକୀୟ ପ୍ରକ୍ରିୟା ବି ହେଲାନି । ଜନସ୍ୱାର୍ଥ ମାମଲା ଦାଖଲ ହେଲା ପରେ ସରକାର ସମୟ ମାଗିଲେ । ସନ୍ଦେହ ହେଉଛି ସରକାରଙ୍କ ଉଦ୍ୟମରେ ଜନସ୍ୱାର୍ଥ ମାମଲା ହୋଇଥିଲା । ପଦ୍ମପୁରବାସୀଙ୍କୁ କହିବେ ହାଇକୋର୍ଟ ବନ୍ଦ କରିଦେଲେ । ମିଛ କହି କେମିତି ଭୋଟ ନିଆଯାଏ ତାହା ପ୍ରମାଣିତ ହୋଇଛି ବୋଲି କହିଲେ ନରସିଂହ ।
[ad_2]