ରାଜ୍ୟ
ଦନ୍ତା ହାତୀ ଆକ୍ରମଣରେ ବୃଦ୍ଧା ମୃତ – Ibnodisha

[ad_1]
ସୁନ୍ଦରଗଡ଼ : ହାତୀ ଆକ୍ରମଣରେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବନାଞ୍ଚଳରେ ଦେଖିବାକୁ ମିଳିଛି । ସୂଚନା ଅନୁଯାଇ, ଗତକାଲି ରାତିରେ କଦମବହାଲ ଗାଁରେ ହାତୀ ପଶିଥିବା ବେଳେ ଗ୍ରାମବାସୀ ପାଟିତୁଣ୍ଡ କରିଥିଲେ। ପାଟିତୁଣ୍ଡ ଶୁଣି ବୃଦ୍ଧା ଚାରୱା ଏକା ଘର ବାହାରକୁ ପଳାଇ ଆସିଥିଲେ। ଏତିକି ବେଳେ ଦନ୍ତା ହାତୀ ହାବୁଡ଼ରେ ପଡ଼ିଥିଲେ ବୃଦ୍ଧା। ହାତୀ ତାଙ୍କୁ ଶୁଣ୍ଢରେ ଟେକି ଫୋପାଡ଼ି ଦେଇଥିଲା , ଘଟଣା ସ୍ଥଳରେ ବୃଦ୍ଧା ଚାରୱାଙ୍କ ମୃତ୍ୟୁ ଘଟିଛି ।
[ad_2]




