ଦେଶ
ବର୍ଷ ଯୋଗୁ ତାମିଲନାଡୁରେ ଅନେକ ଜିଲ୍ଲାରେ ସ୍କୁଲ୍-କଲେଜକୁ ଛୁଟି ଘୋଷଣା – Ibnodisha
[ad_1]
ତାମିଲନାଡୁ : ତାମିଲନାଡୁ ପିଛା ଛାଡୁନି ଲଗାଣ ବର୍ଷା। ଫଳରେ ରାଜ୍ୟର ଅନେକ ଜିଲ୍ଲାର ସ୍କୁଲ୍-କଲେଜକୁ ଛୁଟି ଘୋଷଣା କରିଛନ୍ତି ସ୍ଥାନୀୟ ପ୍ରଶାସନ। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ୯ଟି ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଛି। ପ୍ରଭାବିତ ଜିଲ୍ଲାଗୁଡ଼ିକ ମଧ୍ୟରେ ନାଗାପାଟ୍ଟିନମ୍, କିଲଭେଲୁର ତାଲୁକ, ଭିଲୁପୁରମ, କୁଡାଲୋର, ରାଣୀପେଟ, ଭେଲୋର, ତିରୁଭାନନାମାଲାଇ, ଏବଂ କାଲାକୁରିଚି ରହିଛି। ବର୍ଷାର ପ୍ରଭାବକୁ ଦୃଷ୍ଟିରେ ରଖି ଏହି ସବୁ ଜିଲ୍ଲାଗୁଡିକର ଜିଲ୍ଲାପାଳ ସ୍କୁଲ୍-କଲେଜ ଛୁଟି କରିବାକୁ ନିଷ୍ପତ୍ତି ନେଇଛନ୍ତି।
[ad_2]