ରାଜ୍ୟ

ଆମ୍ବୁଲାନ୍ସ ନଆସିବାରୁ ଟ୍ରଲିରେ ବୁହାହେଲେ ପ୍ରସୂତୀ ମହିଳା – Ibnodisha

[ad_1]

ପରିବାର ଲୋକ ମେଡିକାଲ ନେବା ଲାଗି ବାରମ୍ବାର ଆମ୍ବୁଲାନ୍ସକୁ ଫୋନ କରିଥିଲେ । ହେଲେ ଆମ୍ବୁଲାନ୍ସ ପହଁଞ୍ଚିପାରିନଥିଲା। ଫଳରେ ବାଧ୍ୟ ହୋଇ ପରିବାର ଲୋକ ଟ୍ରଲିରେ ପ୍ରସୂତିଙ୍କୁ ବୋହି ନେଇ ମେଡିକାଲ ଯାଉଥିଲେ । ହେଲେ ଅଧାବାଟରେ ସରଫାତ ଖାଁଙ୍କ ପତ୍ନୀ ସଲାମୁନ୍ ଖାତୁନ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି। ପରେ ଉଭୟ ମା ଏବଂ ଶିଶୁକୁ ଅଠରବାଙ୍କୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ଡାକ୍ତର ସୂଚନା ଦେଇଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button