ରାଜ୍ୟ
ବିଜେଡି କାଳ ପାଲଟିଛି: ଲେଖାଶ୍ରୀ – Ibnodisha
[ad_1]
ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଲେଖାଶ୍ରୀ ସାମନ୍ତସିଂହାର । ମଠ ମନ୍ଦିର ସୁରକ୍ଷା ଦାୟିତ୍ୱ ଅଣଓଡିଆ ହାତରେ ଟେକି ଦେଇପାରିବାନି । ବିଜେଡି କାଳ ପାଲଟିଛି, କଳାପାହାଡ ଆତଙ୍କରେ ଓଡିଶା କବଳିତ । ନିର୍ବାଚନକୁ ଆଖିରେ ରଖି ମନ୍ଦିର ପାଇଁ ୨ ହଜାର କୋଟି ଖର୍ଚ୍ଚ କରୁଛନ୍ତି । ସେହି ଟଙ୍କା ହରିଲୁଟ୍ ପାଇଁ ଯୋଜନା ଚାଲିଛି । ଏହା ରାଜ୍ୟବାସୀଙ୍କ ଟଙ୍କା ତାମିଲନାଡୁ ପଇସା ନୁହେଁ । ତେଣୁ କାମ ଖରାପ ହେଲେ ପ୍ରତିବାଦ କରିବାକୁ ଲେଖାଶ୍ରୀଙ୍କ ଅପିଲ୍ ।
ଆଇଡି ବିସ୍ଫୋରଣ: ୨ ଯବାନ ଗୁରୁତର
[ad_2]