ରାଜ୍ୟ

ଦୁର୍ଘଟଣାରେ ବାପା, ଝିଅ ମୃତ – Ibnodisha

[ad_1]

ଭଦ୍ରକ : ଡିଭାଇଡରରେ କାର୍ ପିଟିହୋଇ ବାପା ଓ ଝିଅର ମୃତ ଘଟିଛି । ଏପ୍‌ଏଚ୍ ୧୬ ଯଶଟିକିରି ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ସ୍ତ୍ରୀ, ମାଆ ଓ ଡ୍ରାଇଭର ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଭର୍ତ୍ତି  କରାଯାଇଛି । ୪ ବର୍ଷର ଝିଅକୁ ନେଇ ପରିବାର ସହ ଖଡଗପୁର ପେରୁଥିବା ସମୟରେ ଘଟିଛି ଦୁର୍ଘଟଣା ।

ଦେଶ ପାଇଁ ୟୁସିସି ଆବଶ୍ୟକ – ମୋଦିି

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button