ରାଜ୍ୟ
ନବୀନ ସ୍ପଷ୍ଟ କଲେ ଶ୍ରଦ୍ଧା କିଏ? – Ibnodisha

[ad_1]
ଭୁୁବନେଶ୍ୱର: ଶ୍ରାଦ୍ଧା କିଏ ବୋଲି ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାନ ସଭାରେ ବିବୃତ୍ତି ରଖି ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ଶ୍ରଦ୍ଧା ମୋ ଫିଜିଓ ଥେରାପିଷ୍ଟ ବୋଲି କହିଛନ୍ତି ନବୀନ । ମୋ ଭଉଣୀ ଗୀତା ମେହେଟ୍ଟା ତାଙ୍କୁ ପଠାଇଥିଲେ । ତେବେ ଏହି ପ୍ରଶ୍ନର ଉତ୍ତର ଦେବାକୁ ଅଡି ବସିଥିଲେ ବିରୋଧୀ । ବିଳମ୍ବ ହେଉ ପଛେ ନବୀନ ନିଜର ସ୍ପଷ୍ଟୋକ୍ତି ଦେଇଛନ୍ତି ।
[ad_2]