ରାଜ୍ୟ

ଯୌନ ଅପରାଧୀକୁ ୨୦ ବର୍ଷ ସଜା – Ibnodisha

[ad_1]

କଟକ : ଅପ୍ରାକୃତିକ ଯୌନ ଅପରାଧ ପାଇଁ ୨୦ ବର୍ଷ ଜେଲ୍ । ନାବାଳକ ଦୁଷ୍କର୍ମ ମାମଲାରେ ଦୋଷୀ ଚିନ୍ତାମଣି ନାୟକକୁ ଜେଲ୍ । ୨୦ ବର୍ଷର ଜେଲ୍ ଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଜରିମାନା । ୨୦୧୯ରେ ମଧୁପାଟଣା ଥାନା ଅଞ୍ଚଳରେ ଦୁଷ୍କର୍ମ ପାଇଁ ଦଣ୍ଡ । ପୀଡିତଙ୍କୁ ୩ ଲକ୍ଷ କ୍ଷତିପୂରଣ ପାଇଁ ସ୍ୱତନ୍ତ୍ର ପୋକ୍ସୋ କୋର୍ଟଙ୍କ ନିର୍ଦ୍ଦେଶ ।

ସିକ୍ସ ପ୍ୟାକକୁ ନେଇ ମୁହଁ ଖୋଲିଲେ ଅଭିନେତା ମନୋଜ ବାଜପେୟୀ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button