ରାଜ୍ୟ

୧୬ ବର୍ଷରୁ କମ୍‌ ପିଲାଙ୍କୁ କୋଚିଂ ସେଣ୍ଟର ମନା – Ibnodisha

[ad_1]

ଭୁବନେଶ୍ୱର : କୋଚିଂ ସେଣ୍ଟର ପାଇଁ ଗାଇଡାଲାଇନ୍ ଆଣିଲେ କେନ୍ଦ୍ର ସରକାର । ଛାତ୍ରାଛାତ୍ରୀଙ୍କ ସୁରକ୍ଷା, ସର୍ବନିମ୍ନ ମାନ ପାଇଁ ଗାଇଡଲାଇନ ଅଣାଗଲା । ୧୬ ବର୍ଷରୁ କମ୍ ବୟସ ପିଲାଙ୍କୁ ନେଇପାରିବେନି କୋଚିଂ ସେଣ୍ଟର । ମାଧ୍ୟମିକ ଶିକ୍ଷା ସମାପ୍ତ ପରେ ଜଣେ ପିଲା କୋଚିଂ ସେଣ୍ଟର ଯାଇପାରିବ । ଗ୍ରାଜୁଏସନ ଠାରୁ କମ୍ ଶିକ୍ଷାପ୍ରାପ୍ତ କୌଣସି ଶିକ୍ଷକ ରହିପାରିବେନି । ଭଲ ରାଙ୍କ କିମ୍ବା ମାର୍କ ନେଇ କୌଣସି ଲୋଭନୀୟ ପ୍ରତିଶ୍ରୁତି ମନା ।

ଯୌନ ଅପରାଧୀକୁ ୨୦ ବର୍ଷ ସଜା

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button