ରାଜ୍ୟ

ପୋଖରୀରେ ବୁଡି ଦୁଇ ନାବାଳିକାଙ୍କର ମୃତ୍ୟୁ – Ibnodisha

[ad_1]

ଯାଜପୁର : ଯାଜପୁର ଜିଲ୍ଳା ର ଦାନଗଦି ବ୍ଲକ ଅନ୍ତର୍ଗତ ବାଳୁଙ୍ଗା ବନ୍ଦୀ ଗ୍ରାମ ରେ ଏକ ଅଭାବନୀୟ ଦୁଃଖଦ ଘଟଣା ଘଟିଛି ପୋଖରୀ ରେ ଥିବା ଦୁଇ ଜଣ ଶିଶୁ ପାଣି ରେ ବୁଡି ମୃତ୍ୟୁ ବରଣ ହୋଇଚି l ମୃତ ଦ୍ୱୟ ହେଲେ ଅର୍ଜୁନ ମୁଣ୍ଡା ଙ୍କ ଝିଅ ସୁକୁମାରୀ ବୟସ 3 ଓ ରଞ୍ଜନ ନାୟକ ଙ୍କ ଝିଅ 4ବର୍ଷ l ଶନିବାର ଅପରାହ୍ନ ସମୟ ରେ ସେଠାର ଥିବା ଏକ ଫାର୍ମ ହାଉସ। ଫୋଖରି ନିକଟ ରେ ଖେଳୁ ଥିଲେ l ଅସାବଧାନ ତା ବସଦ ଫୋଖରି କୁ ଖସି ପଡ଼ି ଥିଲେ ପାଣି ରେ ବୁଡି ଯାଇ ଥିଲେ l ପାରିବାର ଲୋକ ନପାଇ ସନ୍ଧ୍ୟା ସମୟରେ ଫୋଖରି ରେ ଭାସୁ ଥିବାର ଦେଖି ଥିଲେ l ସେମାନଙ୍କୁ ଦାନଗଦି ଡ଼ାକ୍ତରଖାନାଆଣି ଥିଲେ l ସେଠାର ଡକ୍ଟର ଦୁଇ ଜଣ ଶିଶୁ ଙ୍କୁ ମୃତ୍ୟୁ ଘୋଷଣା କରି ଥିଲେ l ଦାନଗଦି ପୋଲିସଶବ କୁ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରି ଛନ୍ତି l

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button