ଖେଳ

ମହିଳା ଟେଷ୍ଟ ମ୍ୟାଚ୍: ଭାରତରେ ଐତିହାସିକ ବିଜୟ – Ibnodisha

[ad_1]

ଭୁବନେଶ୍ୱର: ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଐତିହାସିକ ବିଜୟ ହୋଇଥିବା ଖବର ସାମ୍ନାକୁ ଆସିଛି । ୮ ୱିକେଟରେ ଅଷ୍ଟ୍ରେଲିଆକୁ ହରାଇ ଇତିହାସ ରଚିଲା ଭାରତ । ୭୫ ରନ୍ ଟାର୍ଗେଟକୁ ୨ ୱିକେଟ ହରାଇ ହାସଲ କଲା ଭାରତ । ଅଷ୍ଟ୍ରେଲିଆ ବିପଧରେ ପ୍ରଥମ ଥର ଟେଷ୍ଟ ମ୍ୟାଚ୍ ଜିତିଲା ଭାରତ ।
ଅଷ୍ଟ୍ରେଲିଆ: ୨୨୯ ଓ ୨୬୧
ଭାରତ: ୪୦୬ ଓ ୭୫/୨

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button