ଦେଶ
ଆତଙ୍କବାଦୀଙ୍କ ଗୁଳିରେ ଅବସରପ୍ରାପ୍ତ ଏସ୍ଏସ୍ପି ନିହତ – Ibnodisha

[ad_1]

କାଶ୍ମୀର: ଜମ୍ମୁ-କାଶ୍ମୀର ବାରମୂଲାରେ ଆତଙ୍କବାଦୀଙ୍କ ଗୁଳିକାଣ୍ଡ। ଆତଙ୍କବାଦୀଙ୍କ ଗୁଳିରେ ଜଣେ ଅବସରପ୍ରାପ୍ତ ଏସ୍ଏସ୍ପି ନିହତ ହୋଇଛନ୍ତି। ଆଜି ସକାଳେ ମସଜିଦରେ ନମାଜ ପାଠ କରୁଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା।
କଶ୍ମୀର ପୋଲିସର ଏହି ବରିଷ୍ଠ ଅଧିକାରୀ ମହମ୍ମଦ ସାଫିଙ୍କ ଉପରେ ଅଚାନକ ଆତଙ୍କବାଦୀ ଗୁଳି ଚଳାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ପୋଲିସ ସୂଚନା ଦେଇଛି। ପୋଲିସ ବର୍ତ୍ତମାନ ସେହି ସ୍ଥାନକୁ ଘେରାଉ କରି ରଖିଛି।
The post ଆତଙ୍କବାଦୀଙ୍କ ଗୁଳିରେ ଅବସରପ୍ରାପ୍ତ ଏସ୍ଏସ୍ପି ନିହତ appeared first on ONA KHABAR.
[ad_2]




