ରାଜନୀତି
ଟାର୍ଗେଟ ୫୧% ଭୋଟ୍ : ମନମୋହନ – Ibnodisha

[ad_1]
ଭୁବନେଶ୍ୱର : ବିଜପି ରାଷ୍ଟ୍ରୀୟ ପଦାଧିକାରୀ ବୈଠକ ନେଇ ମନମୋହନ ସାମଲଙ୍କ ସୂଚନା । ରାଷ୍ଟ୍ରୀୟ ପଦାଧିକାରୀ ବୈଠକରେ ଓଡିଶାକୁ ଅଧିକ ଫୋକସ୍ । ଡେରି ରାତି ଯାଏ ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀ ବୈଠକ ନେଇଥିଲେ । ନିର୍ବାଚନ ଦୃଷ୍ଟିକୋଣରୁ ସାଙ୍ଗଠନିକ ସ୍ଥିତିର ଆଲୋଚନା ହେଲା । ୧୯ ଅପେକ୍ଷା ୨୪ରେ ରେକର୍ଡ ବିଜୟ ପାଇଁ ରଣନୀତି ହୋଇଛି । କଠିନ ପରିଶ୍ରମ କରି ତାହା କେମିତି କ୍ରିୟାନ୍ୱୟନ ହେବ, ଆଲୋଚନା ହେଲା । ଲୋକସଭା ଓ ବିଧାନସଭାରେ ଭିନ୍ନ ଭିନ୍ନ ରଣନୀତି ହବ । ୫୧ପ୍ରତିଶତ ଭୋଟ ପାଇବା ହେଉଛି ଆମ ଟାର୍ଗେଟ । ଯେଉଁଠି ଯେତେ ଆବଶ୍ୟକ, ସେହି ଅନୁସାରେ ଟାର୍ଗେଟ୍ ସେଟ୍ କରାଯିବ । ଓଡିଶାକୁ ଅଧିକ ଗୁରୁତ୍ୱ ,କେନ୍ଦ୍ର ନେତୃତ୍ୱ ଖୁବଶୀଘ୍ର ଓଡିଶା ଆସିବେ ବୋଲି କହିଲେ ମନମୋହନ ।
[ad_2]