ରାଜ୍ୟ
୨ ଯୁବକଙ୍କୁ ଆକ୍ରମଣ: ୮ ଗିରଫ – Ibnodisha

[ad_1]
ଭୁବନେଶ୍ୱର: ୨ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାରେ ଗିରଫ । ଫରେଷ୍ଟ ପାର୍କ ଓ କେଦାରପଲ୍ଲୀ ବସ୍ତିରୁ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିବା ଖବର ସାମ୍ନାକୁ ଆସିଛି । ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ଥାନାରେ ବିଭିନ୍ନ ମାମଲା ରହିଛି । ଅନ୍ୟମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ପୋଲିସର ଚଢାଉ ଜାରି ରହିଛି । ଗତକାଲି ଏାରପୋର୍ଟ ଛକରେ ଗୋଡାଇ ଗୋଡାଇ ହାଣିଥିଲେ ଦୃବୁତ୍ତମାନେ । ଗତାଲି ଏୟାରପୋର୍ଟ ଛକରେ ଗୋଡାଇ ଗୋଡାଇ ହାଣିଥିଲେ ।
[ad_2]




