ରାଜ୍ୟ
ରାଉଲକେଲାରୁ କୋଲକାତା ଉଡିବ ବିମାନ – Ibnodisha

[ad_1]
ରାଉଲକେଲା : ରାଉଲକେଲାରୁ କୋଲକାତାକୁ ଆରମ୍ଭ ହେବ ବିମାନ ସେବା । ରାଜ୍ୟ ସରକାରଙ୍କ ସହଯୋଗରେ ଆରମ୍ଭ ହେବ ବିମାନ ସେବା । ମାତ୍ର ଦେଢ ଘଣ୍ଟାରେ ରାଉଲକେଲାରୁ କୋଲକାତା ପହଞ୍ôଚ ହେବ । ଆଲାଏନ୍ସ ଏୟାର ସହଯୋଗରେ ସପ୍ତାହକୁ ୩ ଦିନ ବିମାନ ଚଳାଚଳ । ପ୍ରତି ମଙ୍ଗଳବାର, ଗୁରୁବାର ଓ ଶନିବାର ଚଳାଚଳ କରିବ । ପ୍ରାରମ୍ଭିକ ବିମାନ ଦେୟ ରହିଛି ୧୯୯୯ ଟଙ୍କା ।
କୋଷ୍ଠକାଠିନ୍ୟ ଏବଂ କୋଲେଷ୍ଟ୍ରଲରୁ ମୁକ୍ତି ଦିଏ ବାଇଗଣ
[ad_2]