ଦେଶ

ଝିଆରୀ ସହ ଶାରୀରିକ ସମ୍ପର୍କ ରଖିବା ପଡିଲା ମାହାଙ୍ଗା ସ୍ବାମୀ ସହିତ ସ୍ତ୍ରୀ କଲେ ଏପରି କାମ – Ibnodisha

[ad_1]

ନୂଆଦିଲ୍ଲୀ: ଝିଆରୀ ସହ ଶାରୀରିକ ସମ୍ପର୍କ ରଖିବା ପଡିଲା ମାହାଙ୍ଗା ସ୍ବାମୀର ଗୁପ୍ତାଙ୍ଗ କାଟି ପାଇଖାନାରେ ପକାଇ ଫ୍ଲସ୍ ମାରିଦେଇଥିଲେ ସ୍ତ୍ରୀ। ବ୍ରାଜିଲରେ ଘଟିଛି ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଘଟଣା। ୧୫ବର୍ଷୀୟା ଝିଆରୀ ସହ ଏଭଳି କାମ କରିଥିବା ଜାଣିବା ପରେ ମହିଳାଜଣକ ଗତ ସପ୍ତାହରେ ଏଭଳି ଅପରାଧ କରିଥିବା ଜଣାପଡ଼ିଛି। ଅପରାଧ କରିବା ପରେ ମହିଳାଜଣକ ନିଜେ ପୁଲିସକୁ ଫୋନ କରି ସବୁ ଜଣାଇଥିବା ସାମ୍ନାକୁ ଆସିଛି।ପୁଲିସର କହିବା ମୁତାବକ, ମହିଳଜଣକ ସ୍ବାମୀ କରିଥିବା କାମ ବିଷୟରେ ଜାଣିବା ପରେ ତାଙ୍କର ଗୁପ୍ତାଙ୍ଗ କାଟିବା ପାଇଁ ଯୋଜନା କରିଥିଲେ। ଏଥିପାଇଁ ଘଟଣାଦିନ ପୀଡ଼ିତଙ୍କୁ ଖଟ ଉପରକୁ ନେଇ ତାଙ୍କୁ ଉତ୍ତେଜିତ କରିଥିଲେ। ପରେ ଶାରୀରିକ ସମ୍ପର୍କ ରଖିବାର ଲୋଭ ଦେଖାଇ ପୀଡ଼ିତଙ୍କ ହାତ ଗୋଡ ବାନ୍ଧି ଦେଇଥିଲେ ମହିଳା। ଏହା ପରେ ରେଜରରେ ସ୍ବାମୀଙ୍କ ଗୁପ୍ତାଙ୍ଗା କାଟି ତାକୁ ପାଇଖାନାରେ ଫିଙ୍ଗିଦେଇଥିଲେ। ଗୁପ୍ତାଙ୍ଗ କଟାଯିବା ପରେ ପୁଣି ଥରେ ଯୋଡାଯାଇପାରିବ ବୋଲି ଜାଣିଥିବାରୁ ମହିଳାଜଣକ ଗୁପ୍ତାଙ୍ଗକୁ ପାଇଖାନାରେ ପକାଇ ଫ୍ଲସ୍ ମାରିଦେଇଥିଲେ। ଏହି ଅପରାଧ କରିବା ପରେ ସେ ନିଜେ ପୁଲିସକୁ ଫୋନ କରି ଜଣାଇବା ପରେ ଘଟଣାଟି ସାମ୍ନାକୁ ଆସିଥିଲା। ଏହି ଘଟଣା ପରେ ପୀଡ଼ିତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସାମ୍ନାକୁ ଆସିଛି। ହେଲେ ତାଙ୍କର ଅବସ୍ଥା ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button