ରାଜ୍ୟ

ଦୁର୍ଦ୍ଦନ୍ତ ଅପରାଧୀ କାଳୁ ଭୋଳକୁ ଏନ୍‌କାଉଣ୍ଟର – Ibnodisha

[ad_1]

ପୁରୀ : ଦୁର୍ଦ୍ଦନ୍ତ ଅପରାଧୀ କାଳୁ ଭୋଳକୁ ପୋଲିସର ଏନ୍‌କାଉଣ୍ଟର । ସତ୍ୟବାଦୀ ସୁଆଣ୍ଡୋ ଗାଁ ସାଗରସ୍ନାନ ମେଲଣ ପଡିଆରେ ଏନ୍‌କାଉଣ୍ଟର । କାଳୁ ଗୋଡରେ ଗୁଳି ବାଜିଛି , ପୁରୀ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି । କାଳୁ ଭୋଳ ନାଁରେ ବିଭିନ୍ନ ଥାନାରେ ୧୮ଟି ମାମଲା ରହିଛି ।

ଜଳିଗଲା ବସ୍‌; ୧୩ ଯାତ୍ରୀ ଜୀବନ୍ତ ଦଗ୍ଧ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button