ଦେଶ

ଦିନିକିଆରୁ ୱାର୍ଣ୍ଣରଙ୍କ ଅବସର – Ibnodisha

[ad_1]

ନୂଆଦିଲ୍ଲୀ: ଟେଷ୍ଟ ପରେ ଦିନିକିଆରୁ ଅବସର ଘୋଷଣା କଲେ ଡେଭିଡ୍ ୱାର୍ଣ୍ଣର । ନୂଆବର୍ଷରେ ଅବସର ଘୋଷଣା କଲେ ଅଷ୍ଟ୍ରେଲୀୟ କ୍ରିକେଟର । ୩୭ ବର୍ଷୀୟ ୱାର୍ଣ୍ଣର ୧୬୧ ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି । ୧୬୧ ଦିନିକିଆରେ ୨୨ ଶତକ ସହ ୬୯୩୨ ରନ୍ କରିଛନ୍ତି । ତେବେ ୨୦୨୫ ଚାମ୍ପିଅନ୍ସ ଟ୍ରଫି ପାଇଁ ଉପଲବ୍ଧ ଥିବା କହିଛନ୍ତି ୱାର୍ଣ୍ଣର । ସେ କହିଛନ୍ତି ଯଦି ଦଳ ମୋ ଆବଶ୍ୟକତା ଅନୁଭବ କରେ ମୁଁ ଉପଲବ୍ଧ ଅଛି । ପୂର୍ବରୁ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିସାରିଛନ୍ତି ୱାର୍ଣ୍ଣର । ବୁଧବାରଠାରୁ ହେବାକୁ ଥିବା ପାକିସ୍ତାନ ବିପକ୍ଷ ଟେଷ୍ଟ ୱାର୍ଣ୍ଣରଙ୍କ ଶେଷ ଟେଷ୍ଟ ।

ଇସ୍ରୋରେ ଐତିହାସିକ ମିଶନ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button