ରାଜ୍ୟ

ସବୁ ରୋଗକୁ ଦୂର କରିଥାଏ ଏହି ପତ୍ର – Ibnodisha

[ad_1]

ଭୁବନେଶ୍ଵର: ଆଜିକାଲି ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । କେବଳ ଯେ କରୋନା ସଂକ୍ରମଣ ତାହା ନୁହେଁ, ଅନ୍ୟ ସଂକ୍ରାମକ ରୋଗ ମଧ୍ୟ ଏହି ଋତୁରେ ଶୀଘ୍ର ବ୍ୟାପିଥାଏ | ଏଭଳି ପରିସ୍ଥିତିରେ ଅଧିକାଂଶ ଲୋକ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଆଣ୍ଟିବାୟୋଟିକ୍ ଗ୍ରହଣ କରନ୍ତି । କିନ୍ତୁ ଏହି ଆଣ୍ଟିବାୟୋଟିକ୍ ଆପଣଙ୍କ ଯକୃତ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ | ଏଭଳି ପରିସ୍ଥିତିରେ, ଅଧିକାଂଶ ଲୋକଙ୍କ ମନରେ ଏକ ପ୍ରଶ୍ନ ଆସିଥାଏ ଯେ,ଏପରି କୌଣସି ପ୍ରାକୃତିକ ଆଣ୍ଟିବାୟୋଟିକ୍ ଅଛି କି ଯାହା ଆମ ଶରୀରକୁ ସଂକ୍ରମଣରୁ ସୁରକ୍ଷା ଦେଇପାରିବ?  ଆଜି ଆମେ ଆପଣଙ୍କୁ ଆପଣଙ୍କ ରୋଷେଇ ଘରେ ଥିବା କିଛି ଆଣ୍ଟିବାୟୋଟିକ୍ ବିଷୟରେ କହିବୁ, ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

ତୁଳସୀ ପତ୍ରରେ ଆଣ୍ଟିବ୍ୟାକ୍ଟେରିଆଲ୍, ଆଣ୍ଟିଭାଇରସ୍ ଏବଂ ଆଣ୍ଟି-ଫଙ୍ଗଲ୍ ର ଗୁଣ ମିଳିଥାଏ । ଯାହା ଆମ ଶରୀରକୁ ଯେ କୌଣସି ପ୍ରକାର ସଂକ୍ରମଣରୁ ରକ୍ଷା କରିବା ପାଇଁ କାର୍ଯ୍ୟ କରିଥାଏ | କେବଳ ଏତିକି ନୁହେଁ, ଯଦି ଆପଣଙ୍କ ଗଳା କିମ୍ବା ଶ୍ଵାସକ୍ରିୟାରେ ଜନିତ କୌଣସି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ତୁଳସୀ ପତ୍ର ଏଥିପାଇଁ ବହୁତ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ଏହାକୁ ଇମ୍ୟୁନିଟି ବୁଷ୍ଟର୍ ମଧ୍ୟ କୁହାଯାଏ | ଆପଣ ତୁଳସୀ ପତ୍ରକୁ ଚୋବାଇକି ଖାଇପାରିବେ କିମ୍ବା ତାକୁ ଛେଚି ତାର ରସକୁ ପିଇ ପାରିବେ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button