ରାଜ୍ୟ
ପଦୋନ୍ନତି ପାଇଲେ ଦୁଇ ବରିଷ୍ଠ ଆଇଏଏସ୍ – Ibnodisha

[ad_1]
ଭୁବନେଶ୍ୱର: ଓଡ଼ିଶା କ୍ୟାଡ୍ର ଦୁଇ ଆଇଏଏସ୍ ଅଧିକାରୀ ଲେଭଲ-୧୭କୁ ପଦୋନ୍ନତି ପାଇଛନ୍ତି । ସେମାନେ ହେଉଛନ୍ତି ଜି ମାଥିଭାଥନନ ଓ ସନ୍ତୋଷ ଷଡ଼ଙ୍ଗୀ । ଏହି ଦୁଇ ଅଧିକାରୀ ୧୯୯୪ର ଆଇଏଏସ୍ । ମଙ୍ଗଳବାର ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବଜ୍ଞପ୍ତି ପ୍ରକାଶ ପାଇଛି ।
ଘରେ ଲାଗିଲା ନିଆଁ; ବାପା-ମାଆ ଓ ୨ ଛୁଆ ଜୀବନ୍ତ ଦଗ୍ଧ
[ad_2]




