ରାଜ୍ୟ

ବିଜେଡିରେ  ୨୨ ସାଧାରଣ ସଂପାଦକ ନିଯୁକ୍ତ

IBNଓଡିଶା(ବ୍ୟୁରୋ):ଭୁବନେଶ୍ୱର: ବିଜେଡିରେ ଚାଲିଛି ସାଂଗଠନିକ ପରିବର୍ତ୍ତନ । ନିକଟରେ 15 ବରିଷ୍ଠ ସାଧାରଣ ସମ୍ପାଦକ ନିଯୁକ୍ତ କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଜି ପୁଣି 36 ସାଧାରଣ ସମ୍ପାଦକ ନିଯୁକ୍ତ କରିଛି ବିଜେଡି । ଏହାସହ ସେମାନଙ୍କୁ ଅତିରିକ୍ତ ଦାୟିତ୍ୱ ମଧ୍ୟ ଦେଇଛନ୍ତି ବିଜେଡି ସୁପ୍ରିମୋ । 36 ନବନିଯୁକ୍ତ ସାଧାରଣ ସଂପାଦକ ହେଲେ..
ସୁଶାନ୍ତ ସିଂହ
ଚନ୍ଦ୍ର ସାରଥି ବେହେରା
ମନୋହର ରନ୍ଧାରୀ
ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ
ସ୍ପେହାଙ୍ଗିନୀ ଛୁରିଆ
ଜଗନ୍ନାଥ ସାରକା
ଆୟୁବ ଖାନ
ଦେବେଶ ଆଚାର୍ଯ୍ୟ
ଉମାକାନ୍ତ ସାମନ୍ତରାୟ
ବ୍ୟୋମକେଶ ରାୟ
ଅନନ୍ତ ନାରାୟଣ ଜେନା
ରାଜଶ୍ରୀ ମଲିକ
ପ୍ରିୟଦର୍ଶୀ ମିଶ୍ର
ଧ୍ରୁବ ଚରଣ ସାହୁ
ପ୍ରଣବ ବଳବନ୍ତରାୟ
ରାଶେଶ୍ୱରୀ ପାଣିଗ୍ରାହୀ
ରାଜୀବ ଲୋଚନ ପାତ୍ର
ସୁଧିର କୁମାର ସାମଲ
ସସ୍ମିତ ପାତ୍ର
ବିକ୍ରମ ପଣ୍ଡା
ଜୋଗେଶ ସିଂହ
ବାସନ୍ତୀ ହେମ୍ବ୍ରମ

ସେମାନଙ୍କୁ ଯଥାକ୍ରମେ ସଶକ୍ତ ଓଡ଼ିଶା,  ଏସସି ସଶକ୍ତିକରଣ,  ସଶକ୍ତ ଓଡ଼ିଶା, ସାମଜିକ ବିକାଶ, ଏସସି ସଶକ୍ତିକରଣ, ଜନଜାତି ସଶକ୍ତିକରଣ ଓ ସଂଖ୍ୟାଲଘୁ ବ୍ୟାପାର, ସଂଖ୍ୟାଲଘୁ ବ୍ୟାପାର,  ଓଡ଼ିଶା ମୋ ପରିବାର, ସାମାଜିକ ବିକାଶ, ଛାତ୍ରଛାତ୍ରୀ ବ୍ୟାପାର, ସଶକ୍ତ ଓଡ଼ିଶା, ମହିଳା ସଶକ୍ତକରଣ, କଳା, ସଂସ୍କୃତି ଓ ମାନବ ବିକାଶ, ପରିବେଶ, ଯୁବ ବ୍ୟାପାର, ଆଞ୍ଚଳିକ ବିକାଶ, ସାମାଜିକ ବିକାଶ, ଓଡ଼ିଶା ମା ପରିବାର(3)ଓ ଜନଜାତି ସଶକ୍ତିକରଣ ଓ ସଂଖ୍ୟାଲଘୁ ବ୍ୟାପାର(2) ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button