ଦେଶ

ହାଲୋ ଅର୍ବିଟରେ ଆଦିତ୍ୟ ଏଲ୍‌-୧ – Ibnodisha

[ad_1]

ନୂଆଦିଲ୍ଲୀ: ଭାରତର ମିଶନ ସୂର୍ଯ୍ୟକୁ ବିରାଟ ସଫଳତା । ଧାର୍ଯ୍ୟ ସ୍ଥାନରେ ପହଞ୍ôଚଲା ଆଦିତ୍ୟ ଏଲ୍‌-୧ । ପୃଥିବୀଠୁ ୧୫ ଲକ୍ଷ କି.ମି ଦୂର ଲଗରାଞ୍ଜିଆନ୍ ପଏଣ୍ଟ ଏଲ୍‌-୧ ରେ ପହଞ୍ôଚଲା । ଆଦିତ୍ୟ ଏଲ୍‌-ର ସଫଳତା ନେଇ ପ୍ରଧାନମନ୍ତ୍ରୀଙ୍କ ସୂଚନା । ନିଜ ଏକ୍ସ ହ୍ୟାଣ୍ଡଲରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ମୋଦି । ଭାରତ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କଲା କହିଲେ ମୋଦି ।

ବୋର୍ଡ ସ୍କୁଲ୍‌କୁ ସରକାର ହାତକୁ ନେବା ମାମଲା; ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗକୁ ହାଇକୋର୍ଟଙ୍କ ନୋଟିସ୍‌

The post ହାଲୋ ଅର୍ବିଟରେ ଆଦିତ୍ୟ ଏଲ୍‌-୧ appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button