ରାଜ୍ୟ

ଆଜି ଠାରୁ ଭିତରକନିକାରେ ଆରମ୍ଭ ହେଲା ପକ୍ଷୀ ଗଣନା – Ibnodisha

[ad_1]

 ଭିତରକନିକା : ଚିଲିକା ପରେ ଭିତରକନିକାରେ ଆଜି ଠାରୁ ଆରମ୍ଭ ହେଲା ପକ୍ଷୀ ଗଣନା । ନୂଆବର୍ଷ ପାଇଁ ଭିତରକନିକାରେ ପ୍ରଯ୍ୟଟକଙ୍କ ଭିଡ ଲାଗିଥିବା ବେଳେ କାଲିଠାରୁ ଏହାକୁ ପ୍ରଯ୍ୟଟକମାରେ ୩ଟି ଟିମ, ମହାକାଳପଡ଼ା ରେଞ୍ଜ ଅଧିନରେ ୨ଟି ଟିମ ଓ କୁଜଙ୍ଗ ରେଞ୍ଜ ଅଧିନରେ ୫ଟି ଟିମ ସକାଳୁ ପକ୍ଷୀ ଗଣନା କାର୍ଯ୍ୟ  କରୁଛନ୍ତି । ଏହାସହ ଭିତରକନିକା ପାଟିଆ, ଭାଣ୍ଡିତୁଠ ପାଟିଆ, ବଗଗହନ, ଖୋଳା, ନଳିତାପାଟିଆ, ଦୂର୍ଗାପୁର ମୁହାଣ, ଲକ୍ଷ୍ମୀପ୍ରସାଦଡିଆ, କାଳୀଭଞ୍ଜଡ଼ିଆ ସହ କଣ୍ଡିଆଖାଇରେ ୨ଟି ଟିମ ଗଣନା କାର‌୍ୟ୍ୟରେ ସାମିଲ ଅଛନ୍ତି । ସେହିପରି ରାଜନଗର ରେନଙ୍କ ପାଇଁ ବନ୍ଦ କରାଯାଇଛି । ଏଥିପାଇଁ ୧୮ଟି ଟିମ୍ ତିଆରି କରାଯାଇଛି । କନିକା ରେଞ୍ଜ ଅଧିନରେ ୨ଟି ଟିମ, ରାଜନଗର ରେଞ୍ଜ ଅଧିନରେ ୬ଟି ଟିମ, ଗହୀରମଥା ରେଞ୍ଜ ଅଧିନଞ୍ଜ ଅଧିନରେ ଥିବା ଜଉଦିଆ, ସାତଭାୟା, ମଗରକନ୍ଦା, ୧୬ନମ୍ବର ଘେରି, ଅଙ୍ଗାରପାଟିଆ, ଚିଞ୍ଚିରିମୁହାଣ, କାକରପାଟିଆ, ଧାନଦିଆ, ରାଜପୁର, ଏକମାଣିଆ ଓ ହଂସୁଆ ପୋଲ ପର‌୍ୟ୍ୟନ୍ତ ୬ଟି ଟିମ ଗଣନା କରୁଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button