ଦେଶ
କଳା ରଙ୍ଗ ପଥରରେ ରାମଲାଲା – Ibnodisha

[ad_1]
ଅଯୋଧ୍ୟା : ଅଯୋଧ୍ୟା ରାମ ମନ୍ଦିର ସମ୍ପର୍କରେ ଆସିଲା ବଡ ସୂଚନା ଅଯୋଧ୍ୟା । ପ୍ରତିଷ୍ଠା ପାଇବାକୁ ଯାଉଥିବା ପ୍ରତିମା କଳା ରଙ୍ଗର ପଥରରେ ତିଆରି କରାଯାଇଛି। ଏହି ସୂଚନା ଦେଇଛନ୍ତି ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ। ୫ ବର୍ଷର ବାଳକ ରୂପରେ ପୂଜା ପାଇବେ ରାମଲାଲା । କଳା ପଥରରେ ଏହାକୁ ତିଆରି କରାଯାଇଛି।
ଶିକାରୀ ଗୁଳିରେ ହାତୀ ଆହାତ
[ad_2]