ଦେଶ

ଚୀନ ଭୁଶୁଡ଼ିଲା ରାଜପଥ : ୧୯ ମୃତ – Ibnodisha

[ad_1]

young man dead, forest depat worker attacked thinking that he is a hunter

ନୂଆଦିଲ୍ଲୀ : ଗତ କିଛି ଦିନ ହେବ ଏହି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ବର୍ଷା ହେବା ଫଳରେ ମାଟି ଅତଡ଼ା ଖସି ରାଜପଥର ଏକ ଅଂଶ ଭୁଶୁଡି ଯାଇଛି । ଖବର ପାଇଁ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଂଚିଥିଲେ । ୩୦ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଗୁଆଙ୍ଗଡୋଙ୍ଗ ପ୍ରଦେଶର ମିଜହୋ ସହର ଏବଂ ଡାବୁ କାଉଣ୍ଟି ମଧ୍ୟରେ ରାସ୍ତାର ଏକ ଅଂଶ ରାତି ପ୍ରାୟ ୨ ଟା ୧୦ ରେ ଭୁଶୁଡି ଯାଇଥିଲା। ଏହି ଦୁର୍ଘଟଣା ହେତୁ ୧୮ ଟି ଗାଡି ଅଟକି ଯାଇଛି ଏବଂ ୩୦ ଜଣଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଛି। ପ୍ରତ୍ୟକ୍ଷଦର୍ଶୀମାନଙ୍କ କହିବା ଅନୁଯାୟୀ ଦୁର୍ଘଟଣା ସମୟରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା ଏବଂ ରାସ୍ତାର ବଡ ଅଂଶ ଭୁଶୁଡି ଯାଇଥିଲା ।

 

The post ଚୀନ ଭୁଶୁଡ଼ିଲା ରାଜପଥ : ୧୯ ମୃତ appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button