ରାଜ୍ୟ

୩୨ କିଲୋ ଓଜନର ତେଲିଆ ମାଛ ଉଦ୍ଧାର

ଚାନ୍ଦବାଲି: ପ୍ରାୟ ୩୨ କିଲୋ ଓଜନର ଏହି ମାଛଟି ଭଦ୍ରକ ଜିଲ୍ଲା ଧାମରା ଚାନ୍ଦିନୀପାଳ ମାଛଧରା ଜେଟିରେ ବିକ୍ରି ହୋଇଛି। ଏହି ମାଛ ସହଜରେ ଜାଲରେ ପଡେନି ।ଗୋଟିଏ ମାଛର ଦାମ୍‌ ୩ ଲକ୍ଷ ଟଙ୍କା । ଏହି ଦାମି ମାଛର ନାଁ ହେଉଛି ତେଲିଆ ମାଛ । ମାଛ ଧରାଯିବା ପରେ ଏହାକୁ କୋଲକାତାର ଏକ କମ୍ପାନୀ ୩ଲକ୍ଷ ୧୦ହଜାର ଟଙ୍କାରେ ଏହି ତେଲିଆ ମାଛକୁ କିଣିଛି। ମାଛର ପୁଟିରେ ରହିଥିବା ଔଷଧୀୟ ଗୁଣ ଯୋଗୁ ବାହାର ଦେଶକୁ ପଠାଯାଇଥାଏ । ଚାନ୍ଦବାଲିରେ ମତ୍ସ୍ୟଜୀବୀଙ୍କ ମନ କୁଣ୍ଢେମୋଟ ।

Related Articles

Leave a Reply

Your email address will not be published. Required fields are marked *

Back to top button