ଅପରାଧ

ଭିଜିଲାନ୍ସ ଜାଲରେ ହିଞ୍ଜିଳିକାଟୁ ତହସିଲ କାର୍ଯ୍ୟଳୟର ରେଭିନ୍ୟୁ ଆସିଷ୍ଟାଣ୍ଟ

ହିଞ୍ଜିଳିକାଟୁ:ପୁଣି ଭିଜିଲାନ୍ସ ତହସିଲ କର୍ମଚାରୀ। ଜମି ପଟ୍ଟାର କିସମ ପରିବର୍ତ୍ତନ ପାଇଁ ଲାଞ୍ଚ ନେଉଥିଲେ ହିଞ୍ଜିଳିକାଟୁ ତହସିଲ କାର୍ଯ୍ୟଳୟର ସିନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ଏନ. ଜଗଦୀଶ ରାଓ। ମାଡିବସିଲେ ଭିଜିଲାନ୍ସ କର୍ମଚାରୀ। ଜମିର କିସମ ପରିବର୍ତ୍ତନ ପାଇଁ ହିଞ୍ଜିଳିକାଟୁ ଅଞ୍ଚଳର ଜଣେ ଅବସରପ୍ରାପ୍ତ ପାରାମିଲିଟାରୀ କର୍ମଚାରୀଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ସେ ଭିଜିଲାନ୍‌ସ ପାଖରେ ଅଭିଯୋଗ କରିଥିଲେ। ପୂର୍ବରୁ ପ୍ରସ୍ତୁତ ହୋଇ ଥିବା ବ୍ରହ୍ମପୁର ଭିଜିଲାନ୍ସ ଟିମ୍‌ ଲାଞ୍ଚ ନେବାବେଳେ ଏନ. ଜଗଦୀଶ ରାଓଙ୍କୁ ଧରିଥିଲେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button