ରାଜ୍ୟ

ଚାଷୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ – Ibnodisha

[ad_1]

ନୂଆଦିଲ୍ଲୀ: ଦେଶ ତମାମ ବିଭିନ୍ନ ରାଜ୍ୟର ଚାଷୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିକଶିତ ଭାରତ ସଂକଳ୍ପ ଯାତ୍ରା ହିତାଧିକାରୀଙ୍କ ସହ ଆଲୋଚନା ହୋଇଥିବା ଖବର ସାମ୍ନାକୁ ଆସିଛି । ଭର୍ଚୁଆଲ ମୋଡ୍‌ରେ ଚାଷୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି । ଜୈବିକ ଚାଷ, ନାନୋ ୟୁରିଆ ସମ୍ପର୍କରେ ଆଲୋଚନା କଲେ । ନିୟମିତ ସାର କିମ୍ବା ନାନୋ ଯେକୌଣସି ଗୋଟିଏ ପ୍ରୟୋଗ ପାଇଁ ପରାମର୍ଶ । ଅଧିକ ଅମଳ ଆଶାରେ ଉଭୟଙ୍କୁ ପକାଇଲେ ଜମି ନଷ୍ଟ ହୋଇଯିବେ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ବିଜେଡି ଛାଡ଼ିଲେ ବଳଭଦ୍ର ମାଝୀ

 

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button