ରାଜ୍ୟ

ରାୟଗଡାରେ ସିଏଫଏସଏଲ ଟିମ୍‌ – Ibnodisha

[ad_1]

ରାୟଗଡା : ଚନ୍ଦ୍ରପୁର ମା’ ଗୃହ ୱାର୍ଡେନଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା । ଘଟଣା ସ୍ଥଳରେ ସେଣ୍ଟ୍ରାଲ ଫରେନସିକ୍ ଟିମ୍ ପକ୍ଷରୁ ଯାଞ୍ଚ । ଗତ ୨୧ରେ ୱାର୍ଡେନଙ୍କର ଅର୍ଦ୍ଧ ଦଗ୍ଧ ମୃତଦେହ ମିଳିଥିଲା । ତାଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ପରିବାର ଅଭିଯୋଗ କରିଛନ୍ତି ।

ତୀର୍ଥସ୍ଥଳୀ କୁ ଭୋଗସ୍ଥଳୀ କରନି : ଶଙ୍କରାଚାର୍ଯ୍ୟ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button