ଅପରାଧ

ନିର୍ବାହୀ ଅଧିକାରୀଙ୍କୁ ହତ୍ୟା ଉଦ୍ୟମ – Ibnodisha

[ad_1]

କେନ୍ଦୁଝର : ପୌର ନିର୍ବାହୀ ଅଧିକାରୀଙ୍କୁ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ । ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡାଙ୍କୁ ଜୀଅନ୍ତା ଜାଳିବାକୁ ଉଦ୍ୟମ । ଦେହରେ ପଡିଛି ପେଟ୍ରୋଲ, ଅଳ୍ପକେ ବର୍ତ୍ତିଲେ ନିର୍ବାହୀ ଅଧିକାରୀ । ସରକାରୀ ଜମିରେ ଥିବା ଦୋକାନ ଉଚ୍ଛେଦ ନହେବାରୁ ହତ୍ୟା ଉଦ୍ୟମ । ଅଭିଯୁକ୍ତକୁ କାବୁ କରି ପୋଲିସ ଜିମା ଦେଲେ ପୌର କର୍ମଚାରୀ ।

ଭିଜିଲାନ୍ସ ଜାଲରେ ଏଏସଆଇ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button