ରାଜ୍ୟ

ରାଜ୍ୟ ସରକାର କେତେ ଲୋକଙ୍କୁ ଚାଉଳ ଦେଉଛନ୍ତି : ଗୋଲକ ମହାପାତ୍ର – Ibnodisha

[ad_1]

ଭୁବନେଶ୍ୱର : ରାସନ କେନ୍ଦ୍ରରେ ରାଜ୍ୟ ସରକାର ପୋଷ୍ଟର ମାରିଲେ ଜଗିବ ବିଜେପି । ବିଜେପି ଉପସଭାପତି ଗୋଲକ ମହାପତ୍ରଙ୍କ ସୂଚନା । ରାଜ୍ୟ ସରକାର କେତେ ଲୋକଙ୍କୁ ଚାଉଳ ଦେଉଛନ୍ତି ପ୍ରଶ୍ନ କଲେ ଗୋଲକ । କେନ୍ଦ୍ର ସରକାର ୩ କୋଟି ୨୬ ଲକ୍ଷ ଲୋକଙ୍କୁ ଚାଉଳ ଦେଉଛନ୍ତି । କେନ୍ଦ୍ର ଯୋଜନାରେ ରାଜ୍ୟ ସରକାର କାହିଁକି ବ୍ୟାନର ମାରିବେ । ବିଜେପି କର୍ମକର୍ତ୍ତା ଜଗିକି ରହିବେ, ରାଜ୍ୟ ସରକାର ଏଥିରୁ ନିବୃତ ରହନ୍ତୁ । କେନ୍ଦ୍ର ସରକାର ତ ମୋଦିଙ୍କ ଚେହେରା ଲଗାଉନି ବୋଲି କହିଲେ ଗୋଲକ ।

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୬ ମୃତ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button